ରାଜଧାନୀରେ ୪ ବର୍ଷର ଶିଶୁପୁତ୍ର ନିଖୋଜ:୨୦ ଦିନ ହେବ ପୁଅକୁ ଖୋଜୁଛନ୍ତି ବାପା-ମା’

ଭୁବନେଶ୍ୱର : ରାଜଧାନୀରେ ୪ ବର୍ଷର ଶିଶୁ ପୁତ୍ର ନିଖୋଜ। କେହି ଦୁର୍ବୃତ୍ତ ଶିଶୁଟିକୁ ଚୋରି କରି ନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁରୀ ଦର୍ଶନ ପାଇଁ ବିହାରରୁ ଆସିଥିବା ଏକ ପରିବାରର ୪ ବର୍ଷର ପୁଅ ଗତ ୩୧ ତାରିଖରୁ ନିଖୋଜ ଅଛି। ୨୦ ଦିନ ହେଲା ପରିବାର ପୁଅକୁ ଖୋଜି ଖୋଜି ନୟାନ୍ତ ହେଲେଣି। ତଥାପି ଶିଶୁଟିର ସନ୍ଧାନ ମିଳିନାହିଁ। ବାପା-ମାଆ କହିଛନ୍ତି, ପୁଅ ନ … Continue reading ରାଜଧାନୀରେ ୪ ବର୍ଷର ଶିଶୁପୁତ୍ର ନିଖୋଜ:୨୦ ଦିନ ହେବ ପୁଅକୁ ଖୋଜୁଛନ୍ତି ବାପା-ମା’